ପ୍ରୈଷ୍ୟ Pra̲i̱shya

  • ସଂ. ବି. — (ପ୍ରେଷ୍ୟ+ସ୍ୱାର୍ଥେ. ଅ)—ଦାସ; ସେବକ — Servant
  • ସଂ. ବି. — (ପ୍ରେଷ୍ୟ+ଭାବ. ଅ)—ଦାସତ୍ୱ (ହି. ଶ.) — Servitude