ପ୍ରେଷ Presha

  • ସଂ. ବି. (ପ୍ର+ଈଷ୍ ଧାତୁ=ଇଚ୍ଛା କରିବା ଣିଚ୍ ପ୍ରେଷି ଧାତୁ+ ଭାବ. ଅ) — ପ୍ରେରଣ — Sending; directing
  • ସଂ. ବି. (ପ୍ର+ଈଷ୍ ଧାତୁ=ଇଚ୍ଛା କରିବା ଣିଚ୍ ପ୍ରେଷି ଧାତୁ+ ଭାବ. ଅ) — ପୀଡ଼ା; କ୍ଳେଶ — Pang, suffering; pain
  • ସଂ. ବି. (ପ୍ର+ଈଷ୍ ଧାତୁ=ଇଚ୍ଛା କରିବା ଣିଚ୍ ପ୍ରେଷି ଧାତୁ+ ଭାବ. ଅ) — ମର୍ଦ୍ଦନ — Pressing; rubbing
  • ସଂ. ବି. (ପ୍ର+ଈଷ୍ ଧାତୁ=ଇଚ୍ଛା କରିବା ଣିଚ୍ ପ୍ରେଷି ଧାତୁ+ ଭାବ. ଅ) — ଉନ୍ମାଦ — Phrenzy; intoxication; insanity