ପ୍ରାସ Prāsa
- ସଂ. ବି (ପ୍ର+ଅସ୍ ଧାତୁ=କ୍ଷେପଣ କରିବା+କର୍ମ. ଅ) — କ୍ଷେପଣୀୟ ଅସ୍ତ୍ରବିଶେଷ; କୁନ୍ତ; ଭାଲୀ — A dart; a shaft; a bearded dart
- ସଂ. ବି (ପ୍ର+ଅସ୍ ଧାତୁ=କ୍ଷେପଣ କରିବା+କର୍ମ. ଅ) — କେଞ୍ଚା; ତେଣ୍ଟା — Harpoon; javelin
- ସଂ. ବି (ପ୍ର+ଅସ୍ ଧାତୁ=କ୍ଷେପଣ କରିବା+କର୍ମ. ଅ) — ବର୍ଷାସ୍ତ୍ର; ବର୍ଚ୍ଛା — Spear
- ସଂ. ବି (ପ୍ର+ଅସ୍ ଧାତୁ=କ୍ଷେପଣ କରିବା+କର୍ମ. ଅ) — ଆଙ୍କୁଶି ଲାଗିଥିବା ଶର — A barbed arrow
- ସଂ. ବି (ପ୍ର+ଅସ୍ ଧାତୁ=କ୍ଷେପଣ କରିବା+କର୍ମ. ଅ) — [ଦ୍ର—ଏହା 7 ହାତ ଲମ୍ବା ବଂଶଦଣ୍ଡର ଅଗରେ ଲୁହାର ତୀକ୍ଷ୍ଣ ମୁନିଆ ଫଳକଯୁକ୍ତ ଅସ୍ତ୍ରବିଶେଷ; ଫଳକର ନୀଚରେ ଓ ମୂଳରେ ରେସମ ସ୍ତବକ ସୁଶୋଭିତ ଥାଏ। ଏହାର 4 ପ୍ରକାର ବ୍ୟବହାର— ନିୟମ ଅଛି, ଯଥା;—ଆକର୍ଷଣ, ବିକର୍ଷଣ, ଧ୍ୱନନ ଓ ପଶ୍ଚାତ୍— ବିଦ୍ଧକରଣ।] — [ଦ୍ର—ଏହା7ହାତ ଲମ୍ବା ବଂଶଦଣ୍ଡର ଅଗରେ ଲୁହାର ତୀକ୍ଷ୍ଣ ମୁନିଆ ଫଳକଯୁକ୍ତ ଅସ୍ତ୍ରବିଶେଷ; ଫଳକର ନୀଚରେ ଓ ମୂଳରେ ରେସମ ସ୍ତବକ ସୁଶୋଭିତ ଥାଏ ଏହାର4ପ୍ରକାର ବ୍ୟବହାର— ନିୟମ ଅଛି, ଯଥା;—ଆକର୍ଷଣ, ବିକର୍ଷଣ, ଧ୍ୱନନ ଓ ପଶ୍ଚାତ୍— ବିଦ୍ଧକରଣ]
- ଦେ. ବି. — ଶରୀର ପରାସ; ଅଙ୍ଗର ଦରଜ — Bodily pain; tenderness to touch; smarting pain
- ଦେ. ବି. — ଦୁଃଖ; କଷ୍ଟ — Trouble; pain
- ଦେ. ବି. — ମୋ ଭାଇଙ୍କି କାହିଁକି ଦିଅ ଏଡ଼େ ପ୍ରାସ, ତୁମ୍ଭଠାରେ ଆମ୍ଭେତ କରି ନାହୁଁ ଦୋଷ। କୃଷ୍ଣସିଂହ. ମହାଭାରତ. ବନ।
- ଦେ. ବି. — ଦରଜ ହୋଇଥିବା; ବେଦନାଯୁକ୍ତ — Painful; smarting
- ଦେ. ବି. — ପ୍ରାସ ବାଜି କାହାର ଦେହ ହେଲା ପ୍ରାସ। କୃଷ୍ଣସିଂହ. ମହାଭାରତ. ବନ।