ପ୍ରାଣ Prāṇa
- ସଂ. ବି. (ପ୍ର+ଅନ୍ ଧାତୁ=ବଞ୍ଚିବା+କରଣ. ଅ) — ହୃଦୟସ୍ଥ ପଞ୍ଚବାୟୁ ମଧ୍ୟରୁ ଏକତମ — One of the 5 airs in the body
- ସଂ. ବି. (ପ୍ର+ଅନ୍ ଧାତୁ=ବଞ୍ଚିବା+କରଣ. ଅ) — [ଦ୍ର—ପ୍ରାଣ, ଅପାନ, ବ୍ୟାନ, ଉଦାନ ଓ ସମାନ ପଞ୍ଚବାୟୁ ନାମରେ ଖ୍ୟାତ। ]
- ସଂ. ବି. (ପ୍ର+ଅନ୍ ଧାତୁ=ବଞ୍ଚିବା+କରଣ. ଅ) — ନିଃଶ୍ୱାସ — Inhaled breath
- ସଂ. ବି. (ପ୍ର+ଅନ୍ ଧାତୁ=ବଞ୍ଚିବା+କରଣ. ଅ) — ଜୀବନ; ଚୈତନ୍ୟ — Life; vitality; spirit
- ସଂ. ବି. (ପ୍ର+ଅନ୍ ଧାତୁ=ବଞ୍ଚିବା+କରଣ. ଅ) — ପ୍ରାଣର ଅତ୍ୟାବଶ୍ୟକ ଅଙ୍ଗ — A vital organ
- ସଂ. ବି. (ପ୍ର+ଅନ୍ ଧାତୁ=ବଞ୍ଚିବା+କରଣ. ଅ) — ବଳ; ଶକ୍ତି — Strength; power
- ସଂ. ବି. (ପ୍ର+ଅନ୍ ଧାତୁ=ବଞ୍ଚିବା+କରଣ. ଅ) — ସାର — Essence; vital element
- ସଂ. ବି. (ପ୍ର+ଅନ୍ ଧାତୁ=ବଞ୍ଚିବା+କରଣ. ଅ) — ବ୍ରହ୍ମା — Brahmā
- ସଂ. ବି. (ପ୍ର+ଅନ୍ ଧାତୁ=ବଞ୍ଚିବା+କରଣ. ଅ) — ବାୟୁ — Wind; air
- ସଂ. ବି. (ପ୍ର+ଅନ୍ ଧାତୁ=ବଞ୍ଚିବା+କରଣ. ଅ) — ଦୀର୍ଘୋଚ୍ଚାରଣ — Aspiration in the articulation of letters
- ସଂ. ବି. (ପ୍ର+ଅନ୍ ଧାତୁ=ବଞ୍ଚିବା+କରଣ. ଅ) — ଆପଣାର ପ୍ରାଣ ପରି ସ୍ନେହପାତ୍ର — One's beloved object
- ସଂ. ବି. (ପ୍ର+ଅନ୍ ଧାତୁ=ବଞ୍ଚିବା+କରଣ. ଅ) — ଶରୀରସ୍ଥ 5 ପ୍ରକାର ପ୍ରାଣବାୟୁ; ପଞ୍ଚପ୍ରାଣ — ଶରୀରସ୍ଥ5ପ୍ରକାର ପ୍ରାଣବାୟୁ; ପଞ୍ଚପ୍ରାଣ— . The five vital airs of the system