ପ୍ରହର Prahara

  • ସଂ. ବି. (ପ୍ର+ ହୃ ଧାତୁ=ହରଣ କରିବା, ଆଘାତ କରିବା+ ଭାବ. ଅ) — ଘଣ୍ଟା ଉପରେ ଆଘାତ (ପୂର୍ବେ ରାଜ— ଦ୍ୱାରରେ ପ୍ରତି ପହରରେ ଘଣ୍ଟା ଧ୍ୱନି କରାଯାଉଥିଲା) — Stroke on a gong
  • ସଂ. ବି. (ପ୍ର+ ହୃ ଧାତୁ=ହରଣ କରିବା, ଆଘାତ କରିବା+ ଭାବ. ଅ) — (+ ଅଧିକରଣ. ଅ)— ଯାମ; ଦିବାନିଶିର 8 ଭାଗରୁ ଏକ ଭାଗ; ପହର; 3 ଘଣ୍ଟା କାଳ — (+ ଅଧିକରଣ. ଅ)— ଯାମ; ଦିବାନିଶିର8ଭାଗରୁ ଏକ ଭାଗ; ପହର;3ଘଣ୍ଟା କାଳ—. A period of 3 hours; watch