ପ୍ରସୂ Prasū

  • ସଂ. ବି. ସ୍ତ୍ରୀ. (ପ୍ର+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. କ୍ୱିପ୍) — ଜନନୀ; ମାତା — Mother
  • ସଂ. ବି. ସ୍ତ୍ରୀ. (ପ୍ର+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. କ୍ୱିପ୍) — ଘୋଟକୀ — A mare
  • ସଂ. ବି. ସ୍ତ୍ରୀ. (ପ୍ର+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. କ୍ୱିପ୍) — କଦଳୀ ଗଛ — Plantain tree
  • ସଂ. ବି. ସ୍ତ୍ରୀ. (ପ୍ର+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. କ୍ୱିପ୍) — ବିରୁତ୍; ମାଡ଼ିବା ଲତା — A spreading creeper
  • ସଂ. ବି. ସ୍ତ୍ରୀ. (ପ୍ର+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. କ୍ୱିପ୍) — କୋମଳ ତୃଣ — Soft grass (Apte)
  • ସଂ. ବି. ସ୍ତ୍ରୀ. (ପ୍ର+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. କ୍ୱିପ୍) — କୁଶ ତୃଣ — Kuṡa grass (Apte)
  • ବିଣ. ସ୍ତ୍ରୀ. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା—ନିରପ୍ରସୂ) — ଯେ ଜନ୍ମକରେ — Bringing forth; producing