ପ୍ରସବ Prasaba
- ସଂ. ବି. (ପ୍ର+ ସୂ ଧାତୁ= ଜନ୍ମ କରିବା+ଭାବ. ଅ) — ସନ୍ତାନ ଜନ୍ମ କରିବା କ୍ରିୟା; ଉତ୍ପାଦନ; ଗର୍ଭମୋଚନ — Bringing forth; delivery; giving birth to; child birth; confinement; generation; begetting
- ସଂ. ବି. (ପ୍ର+ ସୂ ଧାତୁ= ଜନ୍ମ କରିବା+ଭାବ. ଅ) — ଜନ୍ମ; ଉତ୍ପତ୍ତି — Birth; production; procreation
- ସଂ. ବି. (ପ୍ର+ ସୂ ଧାତୁ= ଜନ୍ମ କରିବା+ଭାବ. ଅ) — ବିସ୍ତାର — Spreading; extending
- ସଂ. ବି. (ପ୍ର+ ସୂ ଧାତୁ= ଜନ୍ମ କରିବା+ଭାବ. ଅ) — ସନ୍ତାନ; ଅପତ୍ୟ — Offspring; progeny; children
- ସଂ. ବି. (ପ୍ର+ ସୂ ଧାତୁ= ଜନ୍ମ କରିବା+ଭାବ. ଅ) — ଫଳ — Fruit; product (Apte)
- ସଂ. ବି. (ପ୍ର+ ସୂ ଧାତୁ= ଜନ୍ମ କରିବା+ଭାବ. ଅ) — ଫୁଲ — Flower
- ସଂ. ବି. (ପ୍ର+ ସୂ ଧାତୁ= ଜନ୍ମ କରିବା+ଭାବ. ଅ) — ନିମିତ୍ତ; ହେତୁ; କାରଣ — Cause
- ସଂ. ବି. (ପ୍ର+ ସୂ ଧାତୁ= ଜନ୍ମ କରିବା+ଭାବ. ଅ) — ଆଦିମୂଳ; ଉତ୍ପତ୍ତିସ୍ଥଳ — Origin; source
- ସଂ. ବି. (ପ୍ର+ ସୂ ଧାତୁ= ଜନ୍ମ କରିବା+ଭାବ. ଅ) — ବୃଦ୍ଧି; ବଡ଼ତି (ହି. ଶ.) — Increase, affluence
- ସଂ. ବି. (ପ୍ର+ ସୂ ଧାତୁ= ଜନ୍ମ କରିବା+ଭାବ. ଅ) — ବିକାଶ (ହି. ଶ.) — Expansion
- ସଂ. ବି. (ପ୍ର+ ସୂ ଧାତୁ= ଜନ୍ମ କରିବା+ଭାବ. ଅ) — କଢ଼; କଳିକା — Blossom (Apte)