ପ୍ରଭ Prabha
- ସଂ. ବିଣ. ପୁଂ. (ବହୁବ୍ରୀହି ସମାସରେ ପୁଂଲିଙ୍ଗର ବିଶେଷଣ ହେଲେ ପରବର୍ତ୍ତୀ 'ପ୍ରଭା' ଶବ୍ଦର ଆକାର ଲୋପ ହୋଇ' ପ୍ରଭା' ହୁଏ, ଯଥା—ସୂର୍ଯ୍ୟପ୍ରଭ, ବିଦ୍ୟୁତ୍ପ୍ରଭ) — (ଅମୁକପରି) ପ୍ରଭାଯୁକ୍ତ — Having radiance like; radiant like
- ଦେ. ବି. (ସଂ. ପ୍ରଭା) — ପ୍ରଭା; କାନ୍ତି — Lustre; splendour
- ଦେ. ବି. (ସଂ. ପ୍ରଭା) — ବିଅର୍ଥ ହେଲା ତଣ୍ଡୁଳମାଳା ନାହିଁ ଝଲକ ପ୍ରଭ। ଭଞ୍ଜ. ବୈଦେହୀଶବିଳାସ