ପୌଷ Pa̲u̲sha

  • ସଂ. ବି. (ପୌଷୀ=ପୁଷ୍ୟା ନକ୍ଷତ୍ର ଯୁକ୍ତା ପୂର୍ଣ୍ଣିମା+ଯୁକ୍ତାର୍ଥେ . ଅ; ଏହି ମାସର ପୂର୍ଣ୍ଣିମାରେ ଚନ୍ଦ୍ର ପୁଷ୍ୟା ନକ୍ଷତ୍ରଯୁକ୍ତ ଥିବାରୁ) — ପୁଷ ମାସ; ମାର୍ଗଶିରର ପରବର୍ତ୍ତୀ ଓ ମାଘର ପୂର୍ବବର୍ତ୍ତୀ ଚାନ୍ଦ୍ର ମାସ — The lunar month of Pa̲u̲sha (December and Junuary.)
  • ସଂ. ବି. (ପୌଷୀ=ପୁଷ୍ୟା ନକ୍ଷତ୍ର ଯୁକ୍ତା ପୂର୍ଣ୍ଣିମା+ଯୁକ୍ତାର୍ଥେ . ଅ; ଏହି ମାସର ପୂର୍ଣ୍ଣିମାରେ ଚନ୍ଦ୍ର ପୁଷ୍ୟା ନକ୍ଷତ୍ରଯୁକ୍ତ ଥିବାରୁ) — [ଦ୍ର—ଜ୍ୟୋତିଷ ମତରେ ଏହି ମାସରେ ଜନ୍ମ ଗ୍ରହଣ କଲେ ମନୁଷ୍ୟ କୃଶ, ପରୋପକାରୀ, ପିତୃଧନହୀନ; କଷ୍ଟାନ୍ୱିତ, ବ୍ୟୟଶୀଳ, ବିଧିଜ୍ଞ ଓ ସୁଧୀର ହୁଏ।]
  • ସଂ. ବି. (ପୌଷୀ=ପୁଷ୍ୟା ନକ୍ଷତ୍ର ଯୁକ୍ତା ପୂର୍ଣ୍ଣିମା+ଯୁକ୍ତାର୍ଥେ . ଅ; ଏହି ମାସର ପୂର୍ଣ୍ଣିମାରେ ଚନ୍ଦ୍ର ପୁଷ୍ୟା ନକ୍ଷତ୍ରଯୁକ୍ତ ଥିବାରୁ) — (ଜ୍ୟୋତିଷ) ବାର୍ହସ୍ପତ୍ୟ 12 ବର୍ଷ ମଧ୍ୟରୁ 3 ୟ ବର୍ଷର ନାମ — (ଜ୍ୟୋତିଷ) ବାର୍ହସ୍ପତ୍ୟ1ବର୍ଷ ମଧ୍ୟରୁ3ୟ ବର୍ଷର ନାମ— . (Astrology) Name of the 3rd year in the 1 year's cycle of Jupiter (M.W.)