ପୌରୋଗବ Pa̲u̲rogaba

  • ସଂ. ବି. ପୁଂ. (ପୁରସ୍= ଅଗ୍ରେ+ ଗୋ= ନେତ୍ର ଯାହାର, ପୁରୋଗୁ, ଅର୍ଥାତ୍ ପ୍ରାଚ୍ୟ ବସ୍ତୁ ପ୍ରତି ଯାହାର ପ୍ରଥମେ ଦୃଷ୍ଟି ପଡ଼ିଥାଏ; ପୁରୋଗୁ+ଅ) — ରନ୍ଧନଶାଳାଧ୍ୟକ୍ଷ; ହେଡ଼ ଖାନ୍ସାମା — The superintendent of a kitchen; hotel-overseer; head cook
  • ସଂ. ବି. ପୁଂ. (ପୁରସ୍= ଅଗ୍ରେ+ ଗୋ= ନେତ୍ର ଯାହାର, ପୁରୋଗୁ, ଅର୍ଥାତ୍ ପ୍ରାଚ୍ୟ ବସ୍ତୁ ପ୍ରତି ଯାହାର ପ୍ରଥମେ ଦୃଷ୍ଟି ପଡ଼ିଥାଏ; ପୁରୋଗୁ+ଅ) — ରାଜାଙ୍କ ମହାସୁଆର — Inspector of the Royal kitchen (M.W.)