ପୋ Po

  • ଗ୍ରା. ବି. (ସଂ. ପୁତ୍ର) — ପୁଅ — Son
  • ଗ୍ରା. ବି. (ସଂ. ପୁତ୍ର) — ବାପ ଦୋହରି ପୋ ପୁଜାରି; ଗଣ୍ଡି ମୁଣ୍ଡ ସବୁ ତୁମରି— ସମ୍ବଲପୁର ପ୍ରବଚନ।
  • ଗ୍ରା. ବି. (ସଂ. ପୁତ୍ର) — ବଂଶଧର — Descendant; progeny