ପୋଡ଼ୁଅ Poṟḍ̠ua
- ଦେ. ବି — ପୋଢ଼ (ଦେଖ) — Poṟḍ̠ẖa (See)
- ଦେ. ବି — ପାକ ମାଂସ ଗିରି ଜିଣି, କୁଢ଼ାଇଲେ ଦୈତ୍ୟେ ଆଣି ସହସ୍ରେ ପୋଡ଼ୁଅ ଛେଳି ପାଶେ ଛାଡ଼ିଲେ। ବିଶ୍ୱନାଥ, ବିଚିତ୍ରରାମାୟଣ।
- ଦେ. ବି — ମାଛ ଧରିବାର ଯନ୍ତ୍ରବିଶେଷ; ପୋଳୁଅ — An upturned basket-like contrivance with an opening at the top for catching fish
- ଦେ. ବି — [ଦ୍ର—ପୋଳୁଅ ତଳେ ନୋଟ୍ ଦେଖ।]