ପୋହଳା Pohaḻā

  • ଦେ. ବି. (ସଂ. ପ୍ରବାଳ) — ସାମୁଦ୍ରିକ ଉପରତ୍ନବିଶେଷ — Coral; Corallium Rubrum
  • ଦେ. ବି. (ସଂ. ପ୍ରବାଳ) — [ଦ୍ର—ଏହା ବୃକ୍ଷାକୃତି ସାମୁଦ୍ରିକ ଜୀବର ଅସ୍ଥି। ଏହା ଖଣ୍ଡଖଣ୍ଡ ହୋଇ କଟାଯାଇ ବିକା ହୁଏ, ଏଥିରେ ମାଳ ଗୁନ୍ଥି ସ୍ତ୍ରୀଲୋକମାନେ ପିନ୍ଧନ୍ତି ଓ ଏହାର ଭସ୍ମ ଔଷଧରେ ବ୍ୟବହୃତ ହୁଏ। ରତ୍ନ ତଳେ ନୋଟ୍ ଦେଖ।]
  • ଦେ. ବି. (ସଂ. ପ୍ରବାଳ) — ପୋହଳା ମାଛ (ଦେଖ) — Pohaḻā māchha (See)
  • ଦେ. ବି. (ସଂ. ପ୍ରବାଳ) — ପିହୁଳା (ଦେଖ) — Pihuḻā (See)