ପୋଷଣ Poshaṇa
- ଦେ. ବି. (ପୁଷ୍ ଧାତୁ+ ଭାବ. ଅନ) — ପାଳନ; ବର୍ଦ୍ଧନ — Nourishing; cherishing; rearing
- ଦେ. ବି. (ପୁଷ୍ ଧାତୁ+ ଭାବ. ଅନ) — ପୁଷ୍ଟି — Nourishment
- ଦେ. ବି. (ପୁଷ୍ ଧାତୁ+ ଭାବ. ଅନ) — ଖାଦ୍ୟାଦି ଦ୍ୱାରା ଆଶ୍ରୟ ପ୍ରଦାନ — Maintaining; supporting
- ଦେ. ବି. (ପୁଷ୍ ଧାତୁ+ ଭାବ. ଅନ) — ସ୍ୱମର୍ଯ୍ୟାଦାସ୍ଥିତ ନିଜ ଭକ୍ତ ପ୍ରତି ଭଗବାନଙ୍କର ଅନୁଗ୍ରହ — God's grace or favour to a god-fearing devotee
- ଦେ. ବି. (ପୁଷ୍ ଧାତୁ+ ଭାବ. ଅନ) — ବିଷ୍ଣୁ ବିଜୟ 'ସ୍ଥିତି' ନାମ ତା ଅନୁଗ୍ରହ ଯେ ପୋଷଣ। ଜଗନ୍ନାଥ. ଭାଗବତ।