ପୋଷକ Poshaka

  • ସଂ. ବିଣ. ପୁଂ. (ପୁଷ୍ ଧାତୁ+ କର୍ତ୍ତୃ. ଅକ) — ପ୍ରତିପାଳନକାରୀ — Nourishing; cherishing; maintaining
  • ସଂ. ବିଣ. ପୁଂ. (ପୁଷ୍ ଧାତୁ+ କର୍ତ୍ତୃ. ଅକ) — ଯେ ଆଣି ଘରେ ପାଳିଥାଏ — Rearing
  • ସଂ. ବିଣ. ପୁଂ. (ପୁଷ୍ ଧାତୁ+ କର୍ତ୍ତୃ. ଅକ) — (ଆଇନ୍) (କୌଣସି ଦାବୀ ବା ଉକ୍ତିର) ସମର୍ଥନକାରୀ — (law) Supporting (a claim or statement)
  • ସଂ. ବିଣ. ପୁଂ. (ପୁଷ୍ ଧାତୁ+ କର୍ତ୍ତୃ. ଅକ) — ସହାୟକ — Helping
  • ସଂ. ବିଣ. ପୁଂ. (ପୁଷ୍ ଧାତୁ+ କର୍ତ୍ତୃ. ଅକ) — ବର୍ଦ୍ଧକ (ହି. ଶ.) — Increasing
  • ବି — ପ୍ରତିପାଳକ ବ୍ୟକ୍ତି — Supporter; maintainer