ପୋଲ Pola
- ସଂ. ବି — ଫୁଲୁକା ରୁଟି (ହି. ଶ.) — A kind of puffed up pastry cake
- ବୈଦେ. ବି. (ଫା. ପୁଲ୍) — ପାଣି ଯିବାର ସୁଡ଼ଙ୍ଗ; ଶଙ୍ଖ — bridge; culvert; sluice
- ଦେ. ବି. (ସଂ. ସ୍ଫୀତ) — ବାଉଁଶ ବା ନଳ ମଧ୍ୟସ୍ଥ ଲମ୍ବ ଛିଦ୍ର — Long hole in a tube
- ଦେ. ବି. (ସଂ. ସ୍ଫୀତ) — (ଯଥା-ଯେଡ଼େ ବାଉଁଶ ତେଡ଼େ ପୋଲ)
- ଦେ. ବି. (ସଂ. ସ୍ଫୀତ) — ବଡ଼ କଣା; ବିବର — A big hole or pit; chasm
- ଦେ. ବି. (ସଂ. ସ୍ଫୀତ) — ଶୂନ୍ୟ ସ୍ଥାନ — Empty space
- ବିଣ — ପୋଲା; ଫମ୍ଫା — Empty; hollow
- ବିଣ — ନିଦା ମଣି ଭ୍ରମେ କିମ୍ପା ନିଅ ପୋଲ। ରାଧାନାଥ. ଦରବାର।
- ବିଣ — ଅନ୍ତଃସାରହୀନ; ନିଃସାର — Hollow inside; unsubstantial
- ବିଣ — ମୋତେ ଯେତେ ବୋଲୁଥିବ ବୋଲ ମୋ ଦିହଟା ଯାକର ପୋଲ—ଢଗ।