ପୋରିହା Porihā

  • ଦେ. ବିଣ. (ସଂ. ପୁରାତନ) — ଧତଡ଼ା; ଅତି ପୁରୁଣା ହେବାରୁ ଜୀର୍ଣ୍ଣ — Old and worn out
  • ଦେ. ବିଣ. (ସଂ. ପୁରାତନ) — (ଯଥା—ପୋରିଆ ସୂତା, ପୋରିଆ ଲୁଗା ଇତ୍ୟାଦି।)