ପୋଥି Pothi
- ଦେ. ବି. (ସଂ. ପୁସ୍ତୀ; ପ୍ରା. ପୋଥି; ସଂ. ପୁସ୍ତିକା; ପ୍ରା. ପୋତ୍ଥିଆ) — ପୁସ୍ତକ; ବହି — Book; a volume
- ଦେ. ବି. (ସଂ. ପୁସ୍ତୀ; ପ୍ରା. ପୋଥି; ସଂ. ପୁସ୍ତିକା; ପ୍ରା. ପୋତ୍ଥିଆ) — ତାଳ ପତ୍ରରେ ଲେଖା ଗ୍ରନ୍ଥ — Palm-leaf manuscript
- ଦେ. ବି. (ସଂ. ପୁସ୍ତୀ; ପ୍ରା. ପୋଥି; ସଂ. ପୁସ୍ତିକା; ପ୍ରା. ପୋତ୍ଥିଆ) — [ଦ୍ର—ତାଳପତ୍ରର ଛୋଟ ପୋଥିକୁ ଖେଦା ଓ ବଡ଼ ପୁସ୍ତକକୁ ପୋଥା ବା ପୋଥି ବୋଲାଯାଏ।]
- ଦେ. ବି. (ସଂ. ପୁସ୍ତୀ; ପ୍ରା. ପୋଥି; ସଂ. ପୁସ୍ତିକା; ପ୍ରା. ପୋତ୍ଥିଆ) — (ପୋଥିରେ ଲେଖା ହୋଇଥିବାରୁ)—ଶାସ୍ତ୍ର; ଧର୍ମଶାସ୍ତ୍ର — Scripture; religious treatise
- ଦେ. ବି. (ସଂ. ପୁସ୍ତୀ; ପ୍ରା. ପୋଥି; ସଂ. ପୁସ୍ତିକା; ପ୍ରା. ପୋତ୍ଥିଆ) — ଯୁଧିଷ୍ଠିର ବୋଇଲେ ଜାଣ ସବୁ ପୋଥା; କହତ ପଚାରୁଛି ମୋ କହିବା କଥା। କୃଷ୍ଣସିଂହ. ମହାଭାରତ. ସଭା।
- ଦେ. ବି. (ସଂ. ପୁସ୍ତୀ; ପ୍ରା. ପୋଥି; ସଂ. ପୁସ୍ତିକା; ପ୍ରା. ପୋତ୍ଥିଆ) — ପୋଥିରେ ଲେଖା ଥିବା ବିଷୟ ପରି ଦୀର୍ଘ ବିଷୟ — Any thing long like a narrative in a book
- ଦେ. ବି. (ସଂ. ପୁସ୍ତୀ; ପ୍ରା. ପୋଥି; ସଂ. ପୁସ୍ତିକା; ପ୍ରା. ପୋତ୍ଥିଆ) — (ଯଥା—ମୋ ଦୁଃଖ କହିଲେ ଗୋଟିଏ ପୋଥି ହେବ।)