ପୋଟ Poṭa

  • ସଂ. ବି. (ପୁଟ୍ ଧାତୁ=ସଂଯୁକ୍ତ ହେବା+ଭାବ. ଅ) — ଯୋଗ; ସଂଯୋଗ — Joining; connection
  • ସଂ. ବି. (ପୁଟ୍ ଧାତୁ=ସଂଯୁକ୍ତ ହେବା+ଭାବ. ଅ) — ଘରର ମୂଳଦୁଆ — Foundation of a house
  • ସଂ. ବି. (ପୁଟ୍ ଧାତୁ=ସଂଯୁକ୍ତ ହେବା+ଭାବ. ଅ) — ମିଳନ — Mixing; meeting
  • ସଂ. ବି. (ପୁଟ୍ ଧାତୁ=ସଂଯୁକ୍ତ ହେବା+ଭାବ. ଅ) — ସଦ୍ଭାବ; ମନର ମେଳ — Friendship; agreement
  • ସଂ. ବି. (ପୁଟ୍ ଧାତୁ=ସଂଯୁକ୍ତ ହେବା+ଭାବ. ଅ) — ସ୍ପର୍ଶ — Touch (Apte)
  • ଦେ. ବି — ପୁଟ (ଦେଖ) — Puṭa (See)