ପୋଟଳ Poṭaḻa
- ସଂ. ବି—(ପୁଟ୍ ଧାତୁ=ସଂଶ୍ଳିଷ୍ଟ ହେବା+ଅଳ) — ମିଳନ; ସଂଶ୍ଳେଷ; ଯୋଗକରଣ — Mixing; joining
- ସଂ. ବି—(ପୁଟ୍ ଧାତୁ=ସଂଶ୍ଳିଷ୍ଟ ହେବା+ଅଳ) — ଆଲିଙ୍ଗନ — Embrace
- ସଂ. ବି—(ପୁଟ୍ ଧାତୁ=ସଂଶ୍ଳିଷ୍ଟ ହେବା+ଅଳ) — ମୂଳଦୁଆ; ଭିତ୍ତି — Foundation
- ସଂ. ବି—(ପୁଟ୍ ଧାତୁ=ସଂଶ୍ଳିଷ୍ଟ ହେବା+ଅଳ) — ପୋଟଳା; ପୁଡ଼ା — Packet; bundle
- ଦେ. ବି — ପଟୋଳ (ଦେଖ) — Paṭoḻa (See)