ପୋଟଗଳ Poṭagaḻa
- ସଂ. ବି. (ପୋଟ=ମିଳନ+ଗଳ୍ ଧାତୁ= ଗମନ କରିବା+ଅ) — ନଳ ତୃଣ; କାଣ୍ଡଶର ଘାସ — A sort of reed; Arunda Tabialis
- ସଂ. ବି. (ପୋଟ=ମିଳନ+ଗଳ୍ ଧାତୁ= ଗମନ କରିବା+ଅ) — କାଶ ତୃଣ — A sort of grass; Saccharum Spontanium
- ସଂ. ବି. (ପୋଟ=ମିଳନ+ଗଳ୍ ଧାତୁ= ଗମନ କରିବା+ଅ) — ମତ୍ସ୍ୟ — Fish
- ସଂ. ବି. (ପୋଟ=ମିଳନ+ଗଳ୍ ଧାତୁ= ଗମନ କରିବା+ଅ) — ଏକପ୍ରକାର ସାପ (ହି. ଶ) — A kind of serpent