ପୋଚାଇ Pochāi

  • ପ୍ରାଦେ. (ସିଂହଭୂମ) ବି. (ତୁଳ. ହି. ପଚବାଇ; ବଂ. ପଚାଇ) — ଚାଉଳ, ଯବ ଆଦିକୁ ସଢ଼ାଇ ତାକୁ ରାନ୍ଧି ଚୁଆଇ ଯେଉଁ ମଦ ତିଆରି କରାଯାଏ — Spirit destilled from fermented rice or barley