ପୋଖରୀ Pokharī

  • ଦେ. ବି. (ସଂ. ପୁଷ୍କରୀ, ପୁଷ୍କରିଣୀ, ପୁଷ୍କର (Beams)ପ୍ରା. ପୁକ୍ଖର) — ପୁଷ୍କରିଣୀ — Tank
  • ଦେ. ବି. (ସଂ. ପୁଷ୍କରୀ, ପୁଷ୍କରିଣୀ, ପୁଷ୍କର (Beams)ପ୍ରା. ପୁକ୍ଖର) — ବରଷା ଋତୁରେ ବରଷେ ଆସାର ପୂରଇ ବିଲ ପୋଖରୀ। ନନ୍ଦକିଶୋର, ଶର୍ମିଷ୍ଠା।
  • ଦେ. ବି. (ସଂ. ପୁଷ୍କରୀ, ପୁଷ୍କରିଣୀ, ପୁଷ୍କର (Beams)ପ୍ରା. ପୁକ୍ଖର) — ଝାଡ଼ା — Faecundation; passing of stools; evacuation of the bowels
  • ଦେ. ବି. (ସଂ. ପୁଷ୍କରୀ, ପୁଷ୍କରିଣୀ, ପୁଷ୍କର (Beams)ପ୍ରା. ପୁକ୍ଖର) — ହଇଜା — Cholera
  • ଦେ. ବି. (ସଂ. ପୁଷ୍କରୀ, ପୁଷ୍କରିଣୀ, ପୁଷ୍କର (Beams)ପ୍ରା. ପୁକ୍ଖର) — ଆମାଶୟ ବା ଅତୀସାର ଯୋଗୁଁ ବହୁ ପରିମାଣରେ ମଳସ୍ରାବ — Profuse evacuation due to diarrhoea or dysentery