ପୋଇଲା Poilā

  • ଦେ. ବି. ପୁଂ.—(ଗାଳିବିଶେଷ) — ଦାସୀପୁତ୍ର; ଗୋଲାମ — The son of a slave girl or concubine; a born slave
  • ଦେ. ବି. ପୁଂ.—(ଗାଳିବିଶେଷ) — କ୍ରୀତଦାସ — Slave
  • ସ୍ତ୍ରୀ — ପୋଇଲୀ ବା ଦାସୀପରି ଅଧୀନା ବା ବଶମ୍ବଦା ସ୍ତ୍ରୀ — A woman who is treated as a concubine or slave girl by the master