ପେୟା Peyā

  • ସଂ. ବି. ସ୍ତ୍ରୀ. (ପେୟ+ସ୍ତ୍ରୀ. ଆ) — (ବୈଦ୍ୟକ) ଏକ ପ୍ରକାର ଯବାଗୁ ବା ଯାଉ; ଯାଉପାଣି; ଚାଉଳକୁ 11 ବା 15 ଗୁଣ ଜଳରେ ପାକ କରି ଗୋଳାଇ ପ୍ରସ୍ତୁତ କରିବା ମଣ୍ଡ — (ବୈଦ୍ୟକ) ଏକ ପ୍ରକାର ଯବାଗୁ ବା ଯାଉ; ଯାଉପାଣି; ଚାଉଳକୁ11ବା15ଗୁଣ ଜଳରେ ପାକ କରି ଗୋଳାଇ ପ୍ରସ୍ତୁତ କରିବା ମଣ୍ଡ— A gruel made by boiling rice with 11 or 15 times its own weight of water