ପେସ୍ Pes

  • ବୈଦେ. ବିଣ (ଫା) — ସମ୍ମୁଖବର୍ତ୍ତୀ — Frontal
  • ବୈଦେ. ବିଣ (ଫା) — ଉପସ୍ଥାପିତ — Presented
  • ବି — ବିଚାରାର୍ଥ ବିଚାରକଙ୍କ ନିକଟ ବା ଆଦେଶାର୍ଥ ହାକିମଙ୍କ ନିକଟ କାଗଜ ପତ୍ରର ଉପସ୍ଥାପନ — Putting up of papers before a court or high official for consideration and order