ପେଶୀ Peṡī
- ସଂ. ବି. (ପିଶ୍ ଧାତୁ=ଅବୟବୀଭୂତ ହେବା+କର୍ତ୍ତୃ. ଇ) — ସ୍ନାୟୁ; ଶରୀରସ୍ଥ ମାଂସ ପିଣ୍ଡ — The fleshy parts of the body; lumps of flesh in the body; muscle
- ସଂ. ବି. (ପିଶ୍ ଧାତୁ=ଅବୟବୀଭୂତ ହେବା+କର୍ତ୍ତୃ. ଇ) — [ଦ୍ର—ଏହି ପେଶିମାନଙ୍କ ଦ୍ୱାରା ଇଚ୍ଛା ମାତ୍ରେ ଶରୀରର ଅଙ୍ଗ ଆଦିର ସଞ୍ଚାଳନ, ସଙ୍କୋଚନ ଓ ପ୍ରସାରଣ କ୍ରିୟା ସମାଧା ହୁଏ।]
- ସଂ. ବି. (ପିଶ୍ ଧାତୁ=ଅବୟବୀଭୂତ ହେବା+କର୍ତ୍ତୃ. ଇ) — ବଜ୍ର; ଚଡ଼କ — Thunderbolt
- ସଂ. ବି. (ପିଶ୍ ଧାତୁ=ଅବୟବୀଭୂତ ହେବା+କର୍ତ୍ତୃ. ଇ) — ଖଡ୍ଗାଦିର କୋଷ — Sheaf
- ସଂ. ବି. (ପିଶ୍ ଧାତୁ=ଅବୟବୀଭୂତ ହେବା+କର୍ତ୍ତୃ. ଇ) — ଅଣ୍ଡ; ଡିମ୍ବ — Egg
- ସଂ. ବି. (ପିଶ୍ ଧାତୁ=ଅବୟବୀଭୂତ ହେବା+କର୍ତ୍ତୃ. ଇ) — ରାକ୍ଷସୀବିଶେଷ — Name of a demoness
- ସଂ. ବି. (ପିଶ୍ ଧାତୁ=ଅବୟବୀଭୂତ ହେବା+କର୍ତ୍ତୃ. ଇ) — ପିଶାଚୀବିଶେଷ — Name of a female imp
- ସଂ. ବି. (ପିଶ୍ ଧାତୁ=ଅବୟବୀଭୂତ ହେବା+କର୍ତ୍ତୃ. ଇ) — ନଦୀବିଶେଷ — Name of a river
- ସଂ. ବି. (ପିଶ୍ ଧାତୁ=ଅବୟବୀଭୂତ ହେବା+କର୍ତ୍ତୃ. ଇ) — ଫୁଟିଲା କଢ଼ି; ସୁପକ୍ୱ କଳିକା — A flowering bud; a bud about to blow
- ସଂ. ବି. (ପିଶ୍ ଧାତୁ=ଅବୟବୀଭୂତ ହେବା+କର୍ତ୍ତୃ. ଇ) — ଜଟାମାଂସୀ — Spikenard
- ସଂ. ବି. (ପିଶ୍ ଧାତୁ=ଅବୟବୀଭୂତ ହେବା+କର୍ତ୍ତୃ. ଇ) — ଡାଲି; ରଗଡ଼ା ବିରି; ବିଦଳିତ ମାଷ — Split peas; husked pulse