ପେନ୍ଦ Penda

  • ଦେ. ବି. (ସଂ. ପିଣ୍ଡ; ପଦ୍ମ; ପଦ୍ମ କଳିକା ସଦୃଶ ଆକାର ଓ ବର୍ଣ୍ଣ ଥିବାରୁ; ଅନ୍ୟ ସଂ. ନାମ ଯୋନିକନ୍ଦ) — (ଅଶ୍ଳୀଳ) ସ୍ତ୍ରୀମାନଙ୍କ ଯୋନିଭ୍ରଂଶ ରୋଗ; ସ୍ତ୍ରୀଲୋକମାନଙ୍କର ଜନନେନ୍ଦ୍ରିୟ ବାଟେ ଖସି ପଡ଼ିଥିବା ଜରାୟୁ ବା ପଦ୍ମ — The fart; strangulated uterus; prolapse of the uterus; polypus of the uterus; Ventris Crepitus
  • ଦେ. ବି. (ସଂ. ପିଣ୍ଡ; ପଦ୍ମ; ପଦ୍ମ କଳିକା ସଦୃଶ ଆକାର ଓ ବର୍ଣ୍ଣ ଥିବାରୁ; ଅନ୍ୟ ସଂ. ନାମ ଯୋନିକନ୍ଦ) — ପୁରୁଷମାନଙ୍କ ଗୁହ୍ୟ ଦ୍ୱାର ବାଟେ ବାହାରି ପଡ଼ିଥିବା ମାଂସପିଣ୍ଡ; ଗୁଦଭ୍ରଂଶ ରୋଗ — Prolapse of the rectum