ପେଟ Peṭa
- ସଂ. ବି. (ପିଟ୍ ଧାତୁ=ସଂହତ ହେବା+ଅ, ଯହିଁରେ ପଦାର୍ଥ ସବୁ ସଂଗୃହୀତ ହୋଇ ରକ୍ଷିତ ହୁଏ) — ପେଟରା — A box or trunk with a moving lid
- ସଂ. ବି. (ପିଟ୍ ଧାତୁ=ସଂହତ ହେବା+ଅ, ଯହିଁରେ ପଦାର୍ଥ ସବୁ ସଂଗୃହୀତ ହୋଇ ରକ୍ଷିତ ହୁଏ) — ପେଡ଼ା; ପେଡ଼ୀ — A basket with a removable lid
- ସଂ. ବି. (ପିଟ୍ ଧାତୁ=ସଂହତ ହେବା+ଅ, ଯହିଁରେ ପଦାର୍ଥ ସବୁ ସଂଗୃହୀତ ହୋଇ ରକ୍ଷିତ ହୁଏ) — ସମୂହ — Multitude
- ସଂ. ବି. (ପିଟ୍ ଧାତୁ=ସଂହତ ହେବା+ଅ, ଯହିଁରେ ପଦାର୍ଥ ସବୁ ସଂଗୃହୀତ ହୋଇ ରକ୍ଷିତ ହୁଏ) — ଜୀବିକା; ଉଦର ପୂରଣ — Livelihood
- ସଂ. ବି. (ପିଟ୍ ଧାତୁ=ସଂହତ ହେବା+ଅ, ଯହିଁରେ ପଦାର୍ଥ ସବୁ ସଂଗୃହୀତ ହୋଇ ରକ୍ଷିତ ହୁଏ) — ହସ୍ତର ବିଘତ୍; ଚାଖଣ୍ଡ — The open palm with the fingers extended
- ସଂ. ବି. (ପିଟ୍ ଧାତୁ=ସଂହତ ହେବା+ଅ, ଯହିଁରେ ପଦାର୍ଥ ସବୁ ସଂଗୃହୀତ ହୋଇ ରକ୍ଷିତ ହୁଏ) — ଥଳି — Bag
- ଦେ. ବି. (ପ୍ରା. ପୋଟ୍ର=ଉଦର, ତୁଳ. ମ. ପୋଟ, ପୋଡ଼, ସଂ. ପେଟ=ଥଳି) — ଜଠର; ଉଦର — 2. Belly; stomach
- ଦେ. ବି. (ପ୍ରା. ପୋଟ୍ର=ଉଦର, ତୁଳ. ମ. ପୋଟ, ପୋଡ଼, ସଂ. ପେଟ=ଥଳି) — ଚିର—ବଚାରୁ ପେଟ ହେବାକାଳେ ଶକଟ ହେଲାଟି ଯାହା ସେ ବିଲୋଳ ମୃଦୁ ନଥିଲା କିଛି ଜଣା ଏବେ ଯାଉଛି ଶୁଣା ତୁ ପୁଣି ଚୁଷି ତହିଁ ସ୍ତନେ ଲଦୁ— କବିସୂର୍ଯ୍ୟ. ସଙ୍ଗୀତ ।
- ଦେ. ବି. (ପ୍ରା. ପୋଟ୍ର=ଉଦର, ତୁଳ. ମ. ପୋଟ, ପୋଡ଼, ସଂ. ପେଟ=ଥଳି) — [ଦ୍ର—ମନୁଷ୍ୟ ଦେହର ନାଭିର ଉପରିସ୍ଥ ଓ ଛାତିର ତଳ ଅଂଶକୁ ସାଧାରଣତଃ ପେଟ ବା ଉପର ପେଟ ଓ ନାଭିତଳର ଅଂଶକୁ ତଳି ପେଟ ବୋଲାଯାଏ ।]
- ଦେ. ବି. (ପ୍ରା. ପୋଟ୍ର=ଉଦର, ତୁଳ. ମ. ପୋଟ, ପୋଡ଼, ସଂ. ପେଟ=ଥଳି) — ସ୍ତ୍ରୀର ଗର୍ଭ — Womb
- ଦେ. ବି. (ପ୍ରା. ପୋଟ୍ର=ଉଦର, ତୁଳ. ମ. ପୋଟ, ପୋଡ଼, ସଂ. ପେଟ=ଥଳି) — ବହୁତ ଦେଲୁ ପୁତ୍ର କଷ୍ଟ ପୋଡ଼ୁ ନିର୍ଲଜ୍ଜ ମୋର ପେଟ—ଜଗନ୍ନାଥ. ଭାଗବତ।]
- ଦେ. ବି. (ପ୍ରା. ପୋଟ୍ର=ଉଦର, ତୁଳ. ମ. ପୋଟ, ପୋଡ଼, ସଂ. ପେଟ=ଥଳି) — [ଦ୍ର— ପେଟର ଉପର ଚମଡ଼ା, ପେଟର ଅନ୍ତର୍ଦେଶ, ସ୍ତ୍ରୀମାନଙ୍କ ଗର୍ଭ, ସ୍ଥୂଳୋଦର ଇତ୍ୟାଦି ଅର୍ଥରେ ଏ ଶବ୍ଦ ବ୍ୟବହୃତ ହୁଏ।]