ପେଟା Peṭā

  • ଦେ. ବିଣ. ପୁଂ. — ସ୍ଥୂଳୋଦର — Pot-bellied
  • ଦେ. ବିଣ. ପୁଂ. — କୁକ୍ଷିମ୍ଭରୀ; ଉଦରମ୍ଭରୀ — Greedy; gluttonous
  • ଦେ. ବିଣ. ପୁଂ. — ଉଦର ଯୁକ୍ତ — Bellied (as in big-bellied)
  • ଦେ. ବିଣ. ପୁଂ. — [ଦ୍ର—ଏହି ଶବ୍ଦ ଅନ୍ୟ ଶବ୍ଦ ପରେ ବ୍ୟବହୃତ ହୁଏ; ଯଥା— ପଲମ ପେଟା, ଥନ୍ତଲ ପେଟା, ଲାଉ ପେଟା ଇତ୍ୟାଦି।]
  • ପ୍ରାଦେ (ସମ୍ବଲପୁର) ବି — କଚରା; ପାଚିଲା ଧାନଗଛକୁ ଦାଆରେ କାଟି କ୍ଷେତରେ ସାରି ସାରି କରି ରଖିବା — Laying of the ripe paddy plants cut from the roots on the field in rows
  • ପ୍ରାଦେ (ବାଲେଶ୍ୱର) ବି — କାଗଜର ଘୁଡ଼ି ଦେହରେ ଆଡ଼ ଭାବରେ ବଙ୍କା ହୋଇ ବସିଥିବା କାଠି ବା ବାଉଁଶର ପାତିଆ — A thin twig laid crosswise in a paper- kite
  • ପ୍ରାଦେ (ବାଲେଶ୍ୱର) ବି — ଘୁଡ଼ି ଦେହରେ ତ୍ରିକୋଣାକାର ହୋଇ ବନ୍ଧା ହୋଇଥିବା ଦୁଇ ଖଣ୍ଡି ସୂତା — Two bits of thread attached to a paper-kite and forming a triangle with the body of the kite