ପେଟକ Peṭaka

  • ସଂ. ବି. (ପେଟ+ସ୍ୱାର୍ଥେ. କ) — ଗୋଲ ପାତ୍ର; କୁମ୍ପା; ବୋତଲ — A bottle or a round pot
  • ସଂ. ବି. (ପେଟ+ସ୍ୱାର୍ଥେ. କ) — ମୁହଁରେ ଡାଲା ଥିବା ଛୋଟ ପେଡ଼ା; ପେଡ଼ୀ — 2. Basket with a lid; casket
  • ସଂ. ବି. (ପେଟ+ସ୍ୱାର୍ଥେ. କ) — ପେଡ଼ା; ପେଟେରା — An enclosed receptacle
  • ସଂ. ବି. (ପେଟ+ସ୍ୱାର୍ଥେ. କ) — ବାକସ — Box
  • ଦେ. ବି — ଉଦର ପୂର୍ଣ୍ଣ ଏକଥର ଭୋଜନ — A bellyful of food