ପେଜୀ Pejaī

  • ବୈଦେ. ବିଣ. (ଇଂ. ପେଜ୍ ସଙ୍ଗେ ଦେଶୀ ଈ ପ୍ରତ୍ୟୟ; ଏହା ଅନ୍ୟ ସଂଖ୍ୟାବାଚକ ଶବ୍ଦ ସହିତ ଯୁକ୍ତ ହୁଏ, ଯଥା— ବାରପେଜୀ, ଆଠପେଜୀ ଇତ୍ୟାଦି) — (ଏତେ) ପୃଷ୍ଠାଯୁକ୍ତ — Having (so many) pages
  • ବୈଦେ. ବିଣ. (ଇଂ. ପେଜ୍ ସଙ୍ଗେ ଦେଶୀ ଈ ପ୍ରତ୍ୟୟ; ଏହା ଅନ୍ୟ ସଂଖ୍ୟାବାଚକ ଶବ୍ଦ ସହିତ ଯୁକ୍ତ ହୁଏ, ଯଥା— ବାରପେଜୀ, ଆଠପେଜୀ ଇତ୍ୟାଦି) — ଯେଉଁ କାଗଜର ଏକ ଫରଦକୁ ଭାଙ୍ଗ କଲେ ଏତେ ( 4/8/12/16/32 ଇତ୍ୟାଦି) ସଂଖ୍ୟକ ପୃଷ୍ଠା ହୁଏ — ଯେଉଁ କାଗଜର ଏକ ଫରଦକୁ ଭାଙ୍ଗ କଲେ ଏତେ (4/8/1/16/3ଇତ୍ୟାଦି) ସଂଖ୍ୟକ ପୃଷ୍ଠା ହୁଏ— . (equivalent to 'paged' in the words eight-paged, twelve-paged) Having so many pages to each sheet