ପୂଯେଇବା Pūj̄eibā

  • ଦେ. କ୍ରି. (ସଂ. ପୂଯ) — (ବ୍ରଣାଦି) ପାଚିବା, ପୂଯରେ ପୂର୍ଣ୍ଣ ହେବା — (Boil etc) To become full of pus; to suppurate
  • ଦେ. କ୍ରି. (ସଂ. ପୂଯ) — ବ୍ରଣାଦିରୁ ପୂଯର ଧାର ନିର୍ଗତ ହେବା — (a sore) To emit pus