ପୁସ୍ତା Pustā

  • ବୈଦେ. ବି. (ଫା. ପୁସ୍ତାହ୍) — ଉଚ୍ଚ ପକ୍କା କାନ୍ଥକୁ ମଜଭୂତ କରିବା ପାଇଁ ତାହା ପଛରେ ଦିଆଯିବା ଠେଁସ କାନ୍ଥ — A buttress added to strengthen a high wall; a bulwark
  • ବୈଦେ. ବି. (ଫା. ପୁସ୍ତାହ୍) — ବନ୍ଧା ହେବା ବହି ବାନ୍ଧିବା ସମୟରେ ବହିର ପିଠି ପାଖରେ ଆଡ଼ ବାଗରେ ଯେଉଁ ସୂତା ବା କନା ଦିଆଯାଏ ଓ ବହିର ଫର୍ମାମାନ ସିଲାଇ ହୋଇଥିବା ସୂତାମାନଙ୍କୁ ଯେ ଟାଣି ରଖେ ଏବଂ ଯାହା ମଲାଟରେ ସଂଯୁକ୍ତ ହୁଏ (କବାଟର କବଜାଦ୍ୱାରା ଯେଉଁ କାର୍ଯ୍ୟ ହୁଏ ପୁସ୍ତାଦ୍ୱାରା ବନ୍ଧା ବହିର ସେହି କାମ ହୁଏ) — A backing put at the back of a bound book through the threads of the different forms comprising the bound volume