ପୁତ୍ Put
- ସଂ. ବି. (ପୂ ଧାତୁ=ପବିତ୍ର କରିବା+କର୍ତ୍ତୃ. କ୍ୱିପ୍) — ଅପୁତ୍ରକ ବ୍ୟକ୍ତି ପାଇଁ କଳ୍ପିତ ନରକବିଶେଷ — A particular division of hell for the punishment of sonless persons
- ସଂ. ବି. (ପୂ ଧାତୁ=ପବିତ୍ର କରିବା+କର୍ତ୍ତୃ. କ୍ୱିପ୍) — [ଦ୍ର—ପୁତ୍ର ହେଲେ ମନୁଷ୍ୟ ଏହି ନରକରୁ ପାର ପାଏ।]
- ସଂ. ବିଣ. — କୁତ୍ସିତ — Nasty