ପୁଅ ଝିଅ Pua jhia

  • ଦେ. ବି. (ବିପରୀତ ଲିଙ୍ଗାତ୍ମକ ସହଚର; ସଂ ପୁତ୍ର+ଦୁହିତା) — ପୁତ୍ର ବା କନ୍ୟା — Son or daughter
  • ଦେ. ବି. (ବିପରୀତ ଲିଙ୍ଗାତ୍ମକ ସହଚର; ସଂ ପୁତ୍ର+ଦୁହିତା) — ସନ୍ତାନ ସନ୍ତତି — Children