ପିଆଲା Piālā

  • ବୈଦେ. ବି (ଫା. ପ୍ୟାଲା) — ପାନ ପାତ୍ର — 1. Drinking cup
  • ବୈଦେ. ବି (ଫା. ପ୍ୟାଲା) — ଗିନା; ବାଟୀ — A cup
  • ବୈଦେ. ବି (ଫା. ପ୍ୟାଲା) — [ଦ୍ର—ଏହାର ମୁହଁ ପାଖ ତଳପାଖ ଅପେକ୍ଷା ଚଉଡ଼ା।]