ପିଆଦା Piādā

  • ବୈଦେ. ବି. (ଫା. ପ୍ୟାଦା; ସଂ. ପଦାତି) — ପିଅନ; ଚପରାସୀ — Peon
  • ବୈଦେ. ବି. (ଫା. ପ୍ୟାଦା; ସଂ. ପଦାତି) — ପାଇକ — Foot-man
  • ବୈଦେ. ବି. (ଫା. ପ୍ୟାଦା; ସଂ. ପଦାତି) — ମିଆଦ ଟାଳିଲା ପିଆଦା ପରାଏ ମାର ଝିଙ୍କେ ଆସୁ ଯାଉ। କବିସୂର୍ଯ୍ୟ, ସଂଗୀତ।
  • ପ୍ରାଦେ. (ଗଞ୍ଜାମ) ବି — ଅଧିକାର — Authority
  • ପ୍ରାଦେ. (ଗଞ୍ଜାମ) ବି — (ଯଥା—ତୁ କଣ ମୋଠାରେ ପିଆଦା ଦେଖାଉଛୁ।)