ପାୟିକ Pāyika

  • ସଂ. ବି. (ପା ଧାତୁ=ରକ୍ଷା କରିବା+କର୍ତ୍ତୃ. ଇକ) — ଶରୀର ରକ୍ଷକ ସୈନ୍ୟ — Body guard
  • ସଂ. ବି. (ପା ଧାତୁ=ରକ୍ଷା କରିବା+କର୍ତ୍ତୃ. ଇକ) — ଚଉକିଦାର — Guard; watchman
  • ସଂ. ବି. (ପା ଧାତୁ=ରକ୍ଷା କରିବା+କର୍ତ୍ତୃ. ଇକ) — ପାଇକ; ପାଏକ; ପଦାତିକ (ହି. ଶ.) — Foot soldier (Apte)
  • ସଂ. ବି. (ପା ଧାତୁ=ରକ୍ଷା କରିବା+କର୍ତ୍ତୃ. ଇକ) — ପିଆଦା — Peon