ପାଣ୍ଡ୍ୟ Pāṇḍya

  • ସଂ. ବି — ଦକ୍ଷିଣଭାରତର ପୁରାଣ ଓ ଇତିହାସପ୍ରସିଦ୍ଧ ରାଜ୍ୟ — An ancient province or kingdom of South India
  • ସଂ. ବି — [ଦ୍ର—ଏହା ଆଧୁନିକ ମାଲବାର, କାନଡ଼ା ଓ କଙ୍କଣ।]
  • ସଂ. ବି — ଉକ୍ତଦେଶର ରାଜା — A king of the Pāṇḍya country
  • ସଂ. ବି — ଉକ୍ତ ଦେଶବାସୀ ବ୍ୟକ୍ତି — 2. An inhabitant of the Pāṇḍya country