ପାଣ୍ଠି Pāṇṭhi

  • ଦେ. ବି — ମୂଳଧନ; ବେପାର ବଣିଜର ମୂଳଧନ; ପୁଞ୍ଜି — The capital of business
  • ଦେ. ବି — ଗଚ୍ଛିତ ଧନ; ସଞ୍ଚିତ ଧନ — Stock; hoard
  • ବୈଦେ. ବି. (ଇଂ. ପାଇଣ୍ଟ୍) — ପାଇଣ୍ଟ୍; ପ୍ରାୟ ଏକ— ପାଆ ପରିମିତ (ବ୍ରାଣ୍ଡି; କେରୋସିନି ତେଲଆଦି) — Pint (measure of liquid)