ପାକ୍ୟ Pākya

  • ସଂ. ବିଣ. (ପଚ୍ ଧାତୁ+କର୍ମ. ଯ) — ରନ୍ଧାଯିବାର ଉପଯୁକ୍ତ — Fit to be cooked
  • ସଂ. ବିଣ. (ପଚ୍ ଧାତୁ+କର୍ମ. ଯ) — ଯାହାକୁ ପଚାଇ ଦିଆଯିବ — To be ripened
  • ସଂ. ବି — ସୋରା — Saltpetre (Apte)