ପାକିଂ Pākiṁ

  • ବୈଦେ. ବି. (ଇଂ. ପାକିଙ୍ଗ୍) — କୌଣସି ଦ୍ରବ୍ୟ ଦୂର ସ୍ଥାନକୁ ପଠାଇବା ପାଇଁ ପୋଟଳା ବା ପୁଡ଼ା ବାନ୍ଧିବା — Packing