ପାଉଡ଼ୀ Pāuṟḍ̠ī

  • ପ୍ରାଦେ. (ସିଂହଭୂମ) ବି. ସ୍ତ୍ରୀ. (ସଂ. ପାର୍ବତୀ) — ସିଂହଭୂମରେ ପୂଜିତା ପାର୍ବତୀ ଦେବୀ — A name of Goddess Pārbatī worshipped in the Singhbhum district
  • ପ୍ରାଦେ. (ସିଂହଭୂମ) ବି. ସ୍ତ୍ରୀ. (ସଂ. ପାର୍ବତୀ) — [ଦ୍ର—ସଢ଼େଇକଳା, ମୟୂରଭଞ୍ଜ, କେନ୍ଦୁଝର ଆଦି ଅଞ୍ଚଳରେ ଏ ଦେବୀଙ୍କୁ ଲୋକେ ପୂଜା କରନ୍ତି।]