ପର Para

  • ସଂ. ବିଣ. (ପୃ ଧାତୁ=ପାଳନ କରିବା+କରଣେ ଅ) — ଅପର; ଅନ୍ୟ — Other; another
  • ସଂ. ବିଣ. (ପୃ ଧାତୁ=ପାଳନ କରିବା+କରଣେ ଅ) — ଅନାତ୍ମୀୟ; ନିଃସମ୍ପର୍କୀୟ — Foreign; strange; unconnected
  • ସଂ. ବିଣ. (ପୃ ଧାତୁ=ପାଳନ କରିବା+କରଣେ ଅ) — ଭିନ୍ନ; ପୃଥକ୍ — Separate; different
  • ସଂ. ବିଣ. (ପୃ ଧାତୁ=ପାଳନ କରିବା+କରଣେ ଅ) — (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେଲେ) ନିଷ୍ଠ; ପରାୟଣ; ଆସକ୍ତ — Attached to; devoted to; absorbed in
  • ସଂ. ବିଣ. (ପୃ ଧାତୁ=ପାଳନ କରିବା+କରଣେ ଅ) — ଉତ୍ତମ — Good
  • ସଂ. ବିଣ. (ପୃ ଧାତୁ=ପାଳନ କରିବା+କରଣେ ଅ) — ପରମ; ପ୍ରଧାନ; ଶ୍ରେଷ୍ଠ — Principal; chief; supreme
  • ସଂ. ବିଣ. (ପୃ ଧାତୁ=ପାଳନ କରିବା+କରଣେ ଅ) — ଦୂରବର୍ତ୍ତୀ — Distant
  • ସଂ. ବିଣ. (ପୃ ଧାତୁ=ପାଳନ କରିବା+କରଣେ ଅ) — ପରବର୍ତ୍ତୀ; ଭବିଷ୍ୟତ୍ — Succeeding; future
  • ସଂ. ସର୍ବନାମ — ଅନ୍ୟ ବ୍ୟକ୍ତି; ଅପର ଲୋକ — Another person
  • ସଂ. ସର୍ବନାମ — ନିଃସମ୍ପର୍କୀୟ ବା ଅନାତ୍ମୀୟ ବ୍ୟକ୍ତି — Outsider; stranger
  • ସଂ. ବି — ଶତ୍ରୁ — Enemy
  • ସଂ. ବି — ନିର୍ବାଣ; ମୁକ୍ତି — Salvation; deliverance; beatitude