ପରୁଡ଼ି Paruṟḍ̠i
- ଦେ. ବି — ବିଶାକାଠିର ତଳେ ଦଉଡ଼ି ଲାଗି ଝୁଲୁଥିବା ତାଳପତ୍ରରେ ତିୟାରି ପଲା — A square bit of wicker work hanging from the roller of 'Biṡā kāṭhi'
- ଦେ. ବି — [ଦ୍ର—ଏହା ଉପରେ ଜିନିସପତ୍ର ରଖାଯାଇ ଓଜନ କରାଯାଏ।]
- ଦେ. ବି — (ସଂ. ପଟେରକ) ସନ୍ତରା (ଦେଖ) — Santarā (See)