ପରୀତ Parīta

  • ସଂ. ବି—(ପରି=ଚାରିଆଡ଼େ+ଈ ଧାତୁ=ଯିବା+କର୍ମ. ତ) — ବେଷ୍ଟିତ; ପରିବୃତ — Surrounded
  • ସଂ. ବି—(ପରି=ଚାରିଆଡ଼େ+ଈ ଧାତୁ=ଯିବା+କର୍ମ. ତ) — ଯୁକ୍ତ; ବିଶିଷ୍ଟ — Joined; connected
  • ସଂ. ବି—(ପରି=ଚାରିଆଡ଼େ+ଈ ଧାତୁ=ଯିବା+କର୍ମ. ତ) — ପରିଗତ — Gone forth