ପରିସର Parisara

  • ସଂ. ବି. (ପରି+ସୃ ଧାତୁ=ଯିବା+ଅଧି. ଅ) — ନଗର, ନଦୀ ବା ପର୍ବତାଦିର ନିକଟସ୍ଥ ପ୍ରଦେଶ; ପର୍ଯ୍ୟନ୍ତ ଭୂମି — Precincts; vicinity; premises
  • ସଂ. ବି. (ପରି+ସୃ ଧାତୁ=ଯିବା+ଅଧି. ଅ) — ନିକଟବର୍ତ୍ତୀ ସ୍ଥାନ — Adjacent lands; neighbourhood; environs
  • ସଂ. ବି. (ପରି+ସୃ ଧାତୁ=ଯିବା+ଅଧି. ଅ) — ଆକାର — Dimension; shape; extent
  • ସଂ. ବି. (ପରି+ସୃ ଧାତୁ=ଯିବା+ଅଧି. ଅ) — ବ୍ୟାପ୍ତି; ବିସ୍ତାର; ଚକଡ଼ା — Extension
  • ସଂ. ବି. (ପରି+ସୃ ଧାତୁ=ଯିବା+ଅଧି. ଅ) — ଚଉଡ଼ା; ପ୍ରସ୍ଥ — Width; breadth
  • ସଂ. ବି. (ପରି+ସୃ ଧାତୁ=ଯିବା+ଅଧି. ଅ) — କୌଣସି ପଦାର୍ଥ ଦ୍ୱାରା ଅଧିକୃତ ସ୍ଥାନ — Place occupied by a thing; position; site
  • ସଂ. ବି. (ପରି+ସୃ ଧାତୁ=ଯିବା+ଅଧି. ଅ) — ମୃତ୍ୟୁ — Death
  • ସଂ. ବି. (ପରି+ସୃ ଧାତୁ=ଯିବା+ଅଧି. ଅ) — ବିଧି — Rule; precept
  • ସଂ. ବି. (ପରି+ସୃ ଧାତୁ=ଯିବା+ଅଧି. ଅ) — ପ୍ରଦେଶ — A part of the country
  • ସଂ. ବି. (ପରି+ସୃ ଧାତୁ=ଯିବା+ଅଧି. ଅ) — ଶିରା; ନାଡ଼ୀ — Vein; artery
  • ସଂ. ବି. (ପରି+ସୃ ଧାତୁ=ଯିବା+ଅଧି. ଅ) — ଦେବତା — A god (Apte)
  • ସଂ. ବି. (ପରି+ସୃ ଧାତୁ=ଯିବା+ଅଧି. ଅ) — ପରିସରଣ (ଦେଖ) — Parisaraṇa (See)