ପରିଭବ Paribhaba

  • ସଂ. ବି. (ପରି+ ଭୂ ଧାତୁ= ହେବା; ପରାଜୟ କରିବା+ ଭାବ. ଅ) — ପରାଭବ; ପରାଜୟ — Defeat
  • ସଂ. ବି. (ପରି+ ଭୂ ଧାତୁ= ହେବା; ପରାଜୟ କରିବା+ ଭାବ. ଅ) — ତିରସ୍କାର — Rebuke
  • ସଂ. ବି. (ପରି+ ଭୂ ଧାତୁ= ହେବା; ପରାଜୟ କରିବା+ ଭାବ. ଅ) — ଅବମାନନା — Insult
  • ସଂ. ବି. (ପରି+ ଭୂ ଧାତୁ= ହେବା; ପରାଜୟ କରିବା+ ଭାବ. ଅ) — ଅସମ୍ମାନ — Disrespect