ପରିକା Parikā

  • ଗ୍ରା. ଅ—(ସଂ. ପ୍ରାୟ) — ପରି (ଦେଖ) — Pari (See)
  • ଗ୍ରା. ଅ—(ସଂ. ପ୍ରାୟ) — ତୁମ୍ଭର ପରିକା ଧୂଳିଆ ପିଣ୍ଡାରେ ବସି ମାଳି ଜପୁଥିବେ। ଭିକାରି—ସାଆନ୍ତିଆ ବାହା।